ମଇ ୧ରୁ ଲାଗୁ ହୋଇଛି ଏହି ସମସ୍ତ ନିୟମ, ଜାଣନ୍ତୁ ସେ ସବୁ ସଂପର୍କରେ
ଦେଶରେ ମଇ ୧ରୁ ଅନେକ ଜରୁରୀ ନିୟମ ଲାଗୁ ହୋଇସାରିଛି । କେବଳ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ନୁହେଁ ବରଂ ଟେକ୍ନୋଲୋଜି ଦୁନିଆରେ ମଧ୍ୟ ଅନେକ ପରିବର୍ତ୍ତନ ହୋଇଛି । ତେଣୁ ୟୁଜର୍ସ ମାନେ ଏହାକୁ ଜାଣିବା ନିହାତି ଜରୁରୀ । ଯଦି ଆପଣ ମଧ୍ୟ ଏହି ସଂପର୍କରେ ଜାଣି ନାହାଁନ୍ତି । ତାହେଲେ ଆଜି ଆମେ…