Browsing Tag

fresh egg

ଆପଣ ଖାଉଥିବା ଅଣ୍ଡା ସତେଜ କି ନା ? ଜାଣିବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ଯେତେବେଳେ ଆମେ ମାର୍କେଟରୁ କୌଣସି ସାମଗ୍ରୀ କିଣୁ ପ୍ରଥମେ ତାର ଏକ୍ସପାୟରୀ ତାରିଖ ଦେଖିଥାଉ । ଏଥିରୁ ଜଣାପଡେ ଆମେ ଯେଉଁ ଜିନଷ କିଣୁଛେ ତାହା କେବେ ତିଆରି ହୋଇଛି ଏବଂ କେତେ ଦିନ ଯାଏଁ ଏହାକୁ ବ୍ୟବହାର କରିପାରିବା । ତେବେ ବଜାରରେ ବହୁତ କିଛି ଜିନିଷ ଏମିତି ମିଳିଥାଏ ଯାହାର ଏକ୍ସପାୟରୀ…