Browsing Tag

fssai job

FSSAIରେ ଖାଲିପଡିଛି ପଦବୀ, ଦରମା ମାସକୁ ୬୦ ହଜାର ଟଙ୍କା

ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI) ରେ ଖାଲିପଡିଛି ଅନେକ ପଦବୀ।ଏଥିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ ତୁରନ୍ତ ଆବେଦନ କରିପାରିବେ। ଆବେଦନ କରିବା ପାଇଁ ଅଫିସିଆଲ େଓ୍ଵବସାଇଟ୍‌ fssai.gov.in କୁ ଯାଇ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୧୦…

FSSAIରେ ଖାଲିପଡିଛି ୩୦୦ରୁ ଅଧିକ ପଦବୀ, ଆବେଦନ କରିବାର ଶେଷ ତାରିଖ ୭ ନଭେମ୍ବର

ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ବା ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI)ରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର। ଏଠାରେ ଡାଇରେକ୍ଟର ଏବଂ ଅନ୍ୟ ପଦବୀରେ ଭର୍ତ୍ତି ପାଇଁ ଆମନ୍ତ୍ରିତ କରୁଛି। ଏଠାରେ ୩୦୦ରୁ ଅଧିକ ପଦବୀ ଖାଲି…