ଗୁରୁ ପଦ୍ମସମ୍ଭବଙ୍କ ବୌଦ୍ଧ ମନ୍ତ୍ର ଗାନ ଓ ପ୍ରାର୍ଥନାରେ ଗୁଞ୍ଜରିତ ହେଉଛି ସମଗ୍ର ପରିବେଶ, ଛୁଟୁଛି ପର୍ଯ୍ୟଟକଙ୍କ ସୁଅ
ପ୍ରସିଦ୍ଧ ବୌଦ୍ଧ ବିହାର ଉଦୟଗିରି ଠାରେ ଚାଲିଛି ଅନ୍ତର୍ଜାତୀୟ ବୌଦ୍ଧ ସମ୍ମିଳନୀ । ଗୁରୁ ପଦ୍ମସମ୍ଭବଙ୍କ ବୌଦ୍ଧ ମନ୍ତ୍ର ଗାନ ଓ ପ୍ରାର୍ଥନାରେ ଗୁଞ୍ଜରିତ ହୋଇ ଉଠୁଛି ସମଗ୍ର ପରିବେଶ । ସମାରୋହରେ ବିଭିନ୍ନ ଦେଶ ବିଦେଶରୁ ଆସିଥିବା ବୌଦ୍ଧ ଭିକ୍ଷୁ ଓ ପ୍ରତିନିଧି ମଣ୍ଡଳୀ ପବିତ୍ର ଧର୍ମଗ୍ରନ୍ଥ…