Browsing Tag

gahirmatha beach

ଗହୀରମଥାରେ ଗୁଳିକାଣ୍ଡ ଘଟଣା, ୮ ମତ୍ସ୍ୟଜୀବୀ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଗହୀରମଥାରେ ଗୁଳିକାଣ୍ଡ ଘଟଣାରେ ୮ ମତ୍ସ୍ୟଜୀବୀ ଗିରଫ । ଟ୍ରଲର ମାଲିକଙ୍କ ସମେତ ବନବିଭାଗ କବଜାରୁ ଛଡାଇ ନେଇଥିବା ୮ ଜଣଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଗିରଫ କରିଛି । ଗିରଫ ପରେ ଏମାନଙ୍କୁ କୋର୍ଟ ଚାଲାଣ କରିଛି । ଗତକାଲି ଗିରଫ ହୋଇଥିଲେ ଟ୍ରଲର ମାଲିକ ।…

ସୁରକ୍ଷିତ ଅଛନ୍ତି ଗହୀରମଥା ଓ ଋଷିକୁଲ୍ୟା ମୁହାଣକୁ ଆସିଥିବା ଅଲିଭ ରିଡଲେ କଇଁଛ, କରୋନା ସତ୍ୱେ ବିନା ସମସ୍ୟାରେ…

କେନ୍ଦ୍ରାପଡା : ଓଡ଼ିଶାକୁ ଆସିଥିବା ଅତିଥି ସୁରକ୍ଷିତ । ଗହୀରମଥା ଓ ଋଷିକୁଲ୍ୟା ମୁହାଣକୁ ଆସିଥିବା ଅଲିଭ ରିଡଲେ କଇଁଛ ସୁରକ୍ଷିତ ଅଛନ୍ତି । କରୋନା ପାଇଁ କଟକଣା ଲାଗିଥିବା ଯୋଗୁଁ ଅଲିଭ ରିଡଲେ କଇଁଛମାନେ ଅଣ୍ଡାଦାନରେ କୌଣସି ସମସ୍ୟା ହୋଇନାହିଁ । କୂଳରେ ସାଧାରଣ ଲୋକଙ୍କ ଯାତାୟତ ଓ…

ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଅଲିଭ ରିଡଲେ କଇଁଛଙ୍କ ଘର ବାହୁଡା

କେନ୍ୟୁଜ୍ : ବିଶ୍ୱପ୍ରସିଦ୍ଧ ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପରେ ଏବେ ଛୁଆ ଫୁଟିଲେଣି । ଅଣ୍ଡାରୁ ଛୁଆ ଫୁଟି ବାହାରିବା ପରେ କଇଁଛ ଏବେ ସମୁଦ୍ର ମୁହାଁ ହେଉଛନ୍ତି । ଗତ ୩ରୁ ୪ ଦିନ ଭିତରେ ସମୁଦାୟ ଅଣ୍ଡାର ପ୍ରାୟ ୪୦ ପ୍ରତିଶତ ଛୁଆ ଫୁଟି ଥିବା କହିଛନ୍ତି…