ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଅଲିଭ ରିଡଲେ କଇଁଛଙ୍କ ଘର ବାହୁଡା

କେନ୍ୟୁଜ୍ : ବିଶ୍ୱପ୍ରସିଦ୍ଧ ସାମୁଦ୍ରିକ ଅଭୟାରଣ୍ୟ ଗହିରମଥାରେ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପରେ ଏବେ ଛୁଆ ଫୁଟିଲେଣି । ଅଣ୍ଡାରୁ ଛୁଆ ଫୁଟି ବାହାରିବା ପରେ କଇଁଛ ଏବେ ସମୁଦ୍ର ମୁହାଁ ହେଉଛନ୍ତି । ଗତ ୩ରୁ ୪ ଦିନ ଭିତରେ ସମୁଦାୟ ଅଣ୍ଡାର ପ୍ରାୟ ୪୦ ପ୍ରତିଶତ ଛୁଆ ଫୁଟି ଥିବା କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ । କଇଁଛଙ୍କ ସୁରକ୍ଷା ପାଇଁ ବନ ବିଭାଗ କର୍ମଚାରୀ ନିୟୋଜିତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.