Below header

ପୁଣି ଚମକିଲେ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ, ଏସିଆନ ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ୨ଶହ ମିଟର ଦୌଡ଼ ଫାଇନାଲ ପାଇଁ କଲେ ଯୋଗ୍ୟତା ଅର୍ଜନ

କେନ୍ୟୁଜ୍: ପୁଣି ଚମକିଲେ ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦ । ଦୋହା ଏସିଆନ ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ମହିଳା ୨ଶହ ମିଟର ଦୌଡ଼ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେମିଫାଇନାଲରେ ୨୩ ଦଶମିକ ୩୩ ସେକେଣ୍ଡରେ ୨୦୦ ମିଟର ଦୌଡ଼ି ସେ ଏହି ସଫଳତା ପାଇଛନ୍ତି । ଏହାପୂର୍ବରୁ ଶହେ ମିଟର ଦୌଡ଼ରେ ଜାତୀୟ ରେକର୍ଡ ସୃଷ୍ଟି କରିଥିଲେ ଦୂତୀ । ୨୩ ତମ ଏସିଆନ ଆଥଲେଟିକ୍ସ ଚାମ୍ପିଅନ୍‌ସିପର ୧୦୦ ମିଟର ଫାଇନାଲକୁ ମଧ୍ୟ ସେ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.