ରାତିରେ କ୍ଷୀର ପିଉଥିଲେ ହୋଇଯାନ୍ତୁ ସାବଧାନ! ବଢିପାରେ ଆପଣଙ୍କ ଓଜନ
ଦୁଗ୍ଧ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଲାଭଦାୟକ ତାହା ଆମେ ସମସ୍ତେ ଜାଣୁ । କ୍ଷୀରରେ କ୍ୟାଲସିୟମ୍ ଏବଂ ଭିଟାମିନ୍ ଡି ପ୍ରଚୁର ପରିମାଣରେ ମିଳିଥାଏ ଯାହା ଆମ ମସ୍ତିଷ୍କକୁ ତୀକ୍ଷ୍ଣ ଏବଂ ହାଡକୁ ଶକ୍ତିଶାଳୀ କରିଥାଏ । କ୍ଷୀର ପିଇବା ଆପଣଙ୍କ ଶରୀରକୁ ଅନେକ ଗମ୍ଭୀର ରୋଗରୁ ମଧ୍ୟ ରକ୍ଷା କରିଥାଏ ।…