Browsing Tag

gajakesari yoga

ଶ୍ରାବଣର ପ୍ରଥମ ସୋମବାରରେ ବନୁଛି ଗଜକେସରୀ ଯୋଗ, ଶିବଙ୍କ କୃପାରୁ ମାଲାମାଲ ହେବେ ଏହି ୫ଟି ରାଶିର ବ୍ୟକ୍ତି

ଆଜି ଶ୍ରାବଣ ମାସର ପ୍ରଥମ ସୋମବାର। ଦେବ ଦେବ ମହାଦେବଙ୍କ ପ୍ରିୟ ବାର ସୋମବାର ହୋଇଥିବାରୁ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ବେଶ୍‌ ଖାସ୍‌ ହୋଇଥାଏ। ଶିବଙ୍କୁ ଭକ୍ତି କରିବାପାଇଁ ଏହା ସର୍ବଶ୍ରେଷ୍ଠ ବୋଲି କୁହାଯାଏ। ଚଳିତ ବର୍ଷ ୨୦୨୨ର ପ୍ରଥମ ଶ୍ରାବଣ ସୋମବାର ଦିନ ପଡ଼ୁଛି ଗଜକେସରୀ ଯୋଗ।…