୧୯ ବର୍ଷର ଏହି ବାଳକ ନଡିଆ ଖୋଳ ସହିତ କଲେ କିଛି ଏପରି କାରନାମା, ଯାହାକୁ ଦେଖି ରହିଗଲା ସାରା ଦୁନିଆ
ଅଦରକାରୀ ଜିନିଷକୁ କିପରି ଉପଯୋଗ କରିପାରିବା ଏଥିପାଇଁ ଏକ ଉଦାହରଣ ସାଜିଛନ୍ତି ମଧ୍ୟପ୍ରଦେଶରେ ରହୁଥିବା ଗଜେନ୍ଦ୍ର ଶର୍ମା । କେବଳ ୭୨ ଟଙ୍କା ବିନିମୟରେ କଞ୍ଚା ନଡିଆ ଖୋଳରେ ସେ ବିଶ୍ବର ୫୧ଟି ଐତିହାସିକ କ୍ଷେତ୍ରର ଚିତ୍ର ତିଆରି କରିଛନ୍ତି । ଗଜେନ୍ଦ୍ରଙ୍କ ବୟଷ ୧୯ବର୍ଷ ହୋଇଥିବାବେଳେ ସେ…