ସାମସଙ୍ଗର ୨ଟି ସ୍ମାର୍ଟଫୋନର ରହିଛି ଜବରଦସ୍ତ ଫିଚର୍ସ
ସାମସଙ୍ଗ ତରଫରୁ ଆଜି ସନ୍ଧ୍ୟାରେ Galaxy Unpacked ଆୟୋଜିତ ହୋଇଛି। ଏହି ସମୟରେ କମ୍ପାନୀ ତରଫରୁ ଦୁଇଟି ଫୋଲଡେବଲ୍ ଫୋନ Galaxy Z Flip 3 ଏବଂ Galaxy Z Fold 3 ଲଞ୍ଚ ହୋଇଛି। ଏହା ସହିତ କମ୍ପାନୀ ନିଜର ନୂଆ ଫ୍ଲାଗସିପ ସ୍ମାର୍ଟଓ୍ଵାଚ ଏବଂ ଓ୍ଵାୟାରଲେସ ଇୟରବଡସକୁ ମଧ୍ୟ ଲଞ୍ଚ କରିଛି।…