Browsing Tag

GAMBLING NEAR POLICE STATION

ନିଶ ତଳେ ଜୁଆ ଖେଳ, ଥାନା ପଛକୁ ଅନାଉ ନାହାନ୍ତି କି ପୋଲିସ୍ ବାବୁ ?

ଭୁବନେଶ୍ବର (କେନ୍ୟୁଜ୍) : ପୋଲିସ ଥାନା ପଛ ପଟେ ଜୁଆ ଖେଳ । ବେଧଡ଼କ ଚାଲିଛି ରାଜଧାନୀରେ । ସନ୍ଧ୍ୟା ହେଲେ ଏଠି ଚାଲେ ତାସ୍ ଖେଳ ଓ ତା ଉପରେ ଡାକ । ଠିକ୍ ପୋଲିସ୍ ବାବୁଙ୍କ ନିଶ ତଳେ । କିଛି ନିୟମିତ ଗ୍ରାହକ ଅଛନ୍ତି । ଆଉ କିଛି ମଝିରେ ମଝିରେ ଆସି ଯୋଗ ଦିଅନ୍ତି । ଏସବୁ ଘଟୁଛି ଖୋଦ…