କଣ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଅବସର ନେଇଯିବେ ରୋହିତ ଶର୍ମା ?
() ଟି-୨୦ ବିଶ୍ୱକପ୍ ପରେ କ୍ରିକେଟ୍ରୁ ଅବସର ନେବେ ଅଧିନାୟକ ରୋହିତ ଶର୍ମା । ଏହି ଚର୍ଚ୍ଚା ଏବେ ଜୋର୍ ଧରିଛି । ଯାହା ଆଲୋଚନା ହେଉଛି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ରୋହିତ ଅସନ୍ତୁଷ୍ଟ ଅଛନ୍ତି । ତାଙ୍କ ଟି-୨୦ ବିଶ୍ୱକପ୍ ଦଳରେ ସାମିଲ କରାଯିବା ପରେ ରୋହିତଙ୍କ ଅବସର ନେବା କଥା ଉଠିଛି । ସୂଚନା ଅନୁସାରେ ରୋହିତ ଶର୍ମା ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଆଗରକର ହାର୍ଦ୍ଦିକଙ୍କୁ ଦଳରେ ସ୍ଥାନ ଦେବାକୁ ବିରୋଧ…
Read More...