Browsing Tag

gangster

ନୂଆପଡ଼ା ପୋଲିସକୁ ବଡ ସଫଳତା, ଏରୋଗାଳା ଡକାୟତ ଗ୍ୟାଙ୍ଗର ୩ଜଣ ସଦସ୍ୟ ଗିରଫ

ନୂଆପଡ଼ା ଜିଲ୍ଲା ପୋଲିସକୁ ବଡ଼ ସଫଳତା। ଗଞ୍ଜାମ ଜିଲ୍ଲା ଆସ୍କା ଅଞ୍ଚଳର ଏରୋଗାଳା ଡକାୟତ ଗ୍ୟାଙ୍ଗର ୩ଜଣ ସଦସ୍ୟଙ୍କୁ ଗିରଫ କରିଛି ନୂଆପଡ଼ା ପୋଲିସ। ସେମାନଙ୍କ ଠାରୁ ନଗଦ ୭ଲକ୍ଷ ୭୦ ହଜାର ଟଙ୍କା ସହ ୨୭ଟି ମୋବାଇଲ, ୨ଟି ମୋଟର ସାଇକେଲ ଓ ଗୋଟିଏ ମାଷ୍ଟର ଚାବି ଜବତ କରାଯାଇଛି। ଗତ ଜୁନ…

କାହିଁକି ବିଧାୟକ କହିଲେ “ନିର୍ବାଚନରେ ମାଫିଆଙ୍କୁ କାମରେ ଲଗେଇବି, ଗ୍ୟାଙ୍ଗଷ୍ଟାରଙ୍କୁ ଟେଣ୍ଡର ଦେବି”

ଆଳି (କେନ୍ୟୁଜ୍) : ୨୦୧୯ ନିର୍ବାଚନରେ ମାଫିଆଙ୍କୁ ବ୍ୟବହାର କରିବେ ଆଳି ବିଧାୟକ ଦେବେନ୍ଦ୍ର ଶର୍ମା । ସେ କହିଛନ୍ତି ଗ୍ୟାଙ୍ଗଷ୍ଟରଙ୍କୁ ଟେଣ୍ଡର ଦେବେ। କଂଗ୍ରେସର ଏକ କର୍ମୀ ସମ୍ମିଳନୀରେ ଏପରି କହିଛନ୍ତି ନିଜେ ବିଧାୟକ ଦେବେନ୍ଦ୍ର ଶର୍ମା । ଏହା ସହ ବିଧାୟକ ଆହୁରି ମଧ୍ୟ କହିଛନ୍ତି ଯେ,…

ଆଇନର ଚକ୍ରବ୍ୟୂହରେ ଟିଟୋ : ଧୀରେ ଧୀରେ ଖୋଲୁଛି କଳାସାମ୍ରାଜ୍ୟର କଳାକାହାଣୀ

ଭୁବନେଶ୍ବର : ଧୀରେ ଧୀରେ ଖୋଲୁଛି ଟିଟୋର କଳାସାମ୍ରାଜ୍ୟ । ଲଗାତର ଦ୍ୱିତୀୟ ଦିନ ପାଇଁ ଟିଟୋ ଘରେ ଏସଟିଏଫର ରେଡ୍‌ । ସେହିପରି ଟିଟୋର ବହୁ ବ୍ୟାବସାୟିକ ଅନୁଷ୍ଠାନ ଓ ପେଟ୍ରୋଲ ପମ୍ପ ଉପରେ ମଧ୍ୟ ହୋଇଛି ଚଢ଼ାଉ । ଏସବୁକୁ ଜବତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଦୁଇ ଦିନ ଧରି…

ଜେଲ୍ ଗଲା ଗ୍ୟାଙ୍ଗଷ୍ଟାର ଟିଟୋ !

କେନ୍ଦ୍ରାପଡ଼ା : ଜାମିନ ନାମାଞ୍ଜୁର ହେବାରୁ ତାଙ୍କୁ କେନ୍ଦ୍ରାପଡ଼ା ସବ୍ ଜେଲ୍କୁ ଗ୍ୟାଙ୍ଗଷ୍ଟାର ଟିଟୋକୁ ପଠାଇ ଦିଆଯାଇଛି। ଗତକାଲି ଟିଟୋକୁ କେନ୍ଦ୍ରାପଡ଼ା ଏସଡିଜେଏମଙ୍କ କୋର୍ଟରେ ହାଜର କରାଇଥିଲା କ୍ରାଇମବ୍ରାଞ୍ଚ। ଏହାପୂର୍ବରୁ ତାକୁ କଟକ ବଡ଼ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା । ଅଧିକ…