Below header
Browsing Tag

ganja damage

ଗଜପତି: ପୁଣି ମୋହନା ପୋଲିସ ଏବଂ ଅବକାରୀ ବିଭାଗର ଚଢ଼ାଉ, ୧୬ କୋଟିର ଗଞ୍ଜେଇ ଚାଷକୁ କରାଗଲା ନଷ୍ଟ

ମୋହନା(କେନ୍ୟୁଜ୍): ଗଜପତି ଜ଼ିଲ୍ଲା ମୋହନା ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ମୋହନା ଥାନା ଅନ୍ତର୍ଗତ ଗୁବୁରିଗୁଡା ଏବଂ ମହୁଲମେଲାଣି ଗ୍ରାମର ଲଖାରି ସଂରକ୍ଷିତ ଜଙ୍ଗଲର ୮୧ ଏକର ଜମିରେ ଚାଷ ହୋଇଥିବା ବେଆଇନ ଗଞ୍ଜେଇ ଗଛ କୁ କାଟି ପୋଡି ନଷ୍ଟ କରାଯାଇଛି। ନଷ୍ଟ ଗଞ୍ଜେଇର ମୂଲ୍ୟ ୧୬ କୋଟି…

ବାଲିଗୁଡା କୁଟିକିଆରେ ୧୫ କୋଟି ୪୦ ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

ବାଲିଗୁଡା: ବାଲିଗୁଡା ଥାନା କୁଟିକିଆରେ ବେଆଇନ ଗଞ୍ଜେଇ ଚାଷ ନେଇ ପୋଲିସ ଓ ଅବକାରୀ ବିଭାଗର ଚଢାଉ । ଏଥିରେ ୧୫୪ ଏକର ଜମିରେ ଚାଷ ହୋଇଥିବା ଗଞ୍ଜେଇ ଗଛ କାଟିବା ସହ ପୋଡି ନଷ୍ଟ କରାଯାଇଛି । ନଷ୍ଟ ହୋଇଥିବା ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ୧୫ କୋଟି ୪୦ ଲକ୍ଷରୁ ଅଧିକ ଥିବା ବାଲିଗୁଡା ଥାନା…

ମାଲକାନାଗିରି : ୨କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ମାଲକାନାଗିରି (କେନ୍ୟୁଜ୍) : ଅର୍କେଲ ଥାାନ ଅନ୍ତର୍ଗତ ମଙ୍ଗଳଯୋଡି ନିକଟରେ ୨କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ । ଜିଲ୍ଲା ଅବକାରୀ ବିଭାଗର ଚଢ଼ାଉରେ ୨୨ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ନଷ୍ଟ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨କୋଟିରୁ ଅଧିକ ହେବ ବୋଲି ସୂଚନା ମିଳିଛି। ଏଠାରୁ ରାଜ୍ୟ ଏବଂ ରାଜ୍ୟ…