Browsing Tag

ganjam- khordha border

ସିଲ୍‌ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର, ଟ୍ଵିଟ ଜରିଆରେ ସୂଚନା ଦେଲେ ଗଞ୍ଜାମ ଜିଲ୍ଲାପାଳ

କରୋନା ମୁକାବିଲା ନେଇ ଏବେ ଫୋକସରେ ଅଛି ଗଞ୍ଜାମ ଜିଲ୍ଲା । ସିଲ୍‌ ହେଲା ଗଞ୍ଜାମ-ଖୋର୍ଦ୍ଧା ବର୍ଡର । ଗଞ୍ଜାମରୁ କୌଣସି ଲୋକ ଭୁବନେଶ୍ୱର ଯାଇପାରିବେ ନାହିଁ । ଭୁବନେଶ୍ୱରରୁ କୌଣସି ଲୋକ ଗଂଜାମ ଯାଇପାରିବେ ନାହିଁ | ଏନେଇ ସହଯୋଗ କରିବା ପାଇଁ ଟ୍ଵିଟ କରି ଅପିଲ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ…