ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍: ୬ କର୍ମଚାରୀ ଅସୁସ୍ଥ, ୪ ଗୁରୁତରଙ୍କ ଭିତରୁ ୨ମୃତ
ରାଉରକେଲା : ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ । ଗ୍ୟାସ୍ ଲିକ୍ ହୋଇ ୬ ଜଣ କର୍ମଚାରୀ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାବେଳେ ସେମାନଙ୍କ ଭିତରୁ ୨ଜଣଙ୍କର ମୃତ୍ଯୁ ହୋଇଛି।
ଅସୁସ୍ଥ ୪ କର୍ମଚାରୀଙ୍କୁ IGHରେ ଭର୍ତ୍ତି କରାଯାଇଛି…