Browsing Tag

gas price hike

ମାସ ଆରମ୍ଭରୁ ବଢିଲା ଏଲପିଜି ସିଲିଣ୍ଡର ଦାମ୍‌, ବଢିଲା ୧୦୧.୫୦ ଟଙ୍କା

ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା । ବଢିଲା ଏଲପିଜି ସିଲିଣ୍ଡର ଦାମ୍‌ । କର୍ମସିଆଲ ଏଲପିଜି ସିଲିଣ୍ଡରର ଦାମ୍‌ ୧୦୧.୫୦ ପଇସା ବୃଦ୍ଧି ପାଇଛି । ଏହି ଦର ଆଜିଠାରୁ ଲାଗୁ ହେବ । ଏହି ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୮୩୩ ଟଙ୍କା ହୋଇଛି ।…

ଏଲପିଜି ସିଲିଣ୍ଡର ଦରବୃଦ୍ଧିକୁ ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍‌, ବିଜେପି କାହିଁକି ଚୁପ୍ ବୋଲି ପ୍ରଶ୍ନ ଉଠାଇଲେ…

ଭୁବନେଶ୍ୱର (କେନ୍ୟୁଜ): ଦରବୃଦ୍ଧି ନେଇ କେନ୍ଦ୍ରକୁ ବିଜେଡିର ଟାର୍ଗେଟ୍‌ । ଏଲପିଜି ସିଲିଣ୍ଡର ଦରବୃଦ୍ଧି ପରେ କେନ୍ଦ୍ର ଉପରେ ବର୍ଷିଲେ ବିଜେଡି ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଗତକାଲି କେନ୍ଦ୍ର ସିଲିଣ୍ଡର ପିଛା ୫୦ ଟଙ୍କା ବଢ଼ାଇଛନ୍ତି। ଗରିବଙ୍କ ଚାଉଳ କାଟିବା ନେଇ ମଧ୍ୟ କେନ୍ଦ୍ରକୁ…

ବଜେଟ ପରେ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ, ବଢ଼ିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଆଜି ସରକାରୀ ତେଲ କମ୍ପାନୀ ସାଧାରଣ ଜନନତାଙ୍କୁ ବଡ ଝଟକା। ତୈଳ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ଦାମ ବଢ଼ାଇବା ସହିତ ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମ୍‌ ମଧ୍ୟ ବଢ଼ାଇଛନ୍ତି। ତେଲ କମ୍ପାନୀ ଗୁଡିକ ପ୍ରତିମାସ ଏଲପିଜି ସିଲିଣ୍ଡର ଦାମର ସମୀକ୍ଷା କରନ୍ତି। ସବୁ ରାଜ୍ୟରେ ଟ୍ୟାକ୍ସ ଅଲଗା ଅଲଗା…