Below header
Browsing Tag

gas tanker overturned

ଖଲ୍ଲିକୋଟ: ରାସ୍ତା ଉପରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର

ଖଲ୍ଲିକୋଟ (କେନ୍ୟୁଜ): ରାସ୍ତା ଉପରେ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଖଲ୍ଲିକୋଟ ହରିଡ଼ାମୂଳ ଛକରେ ଏହି ଦୁର୍ଘଟଣା ଘଟିଛି । ବିଶାଖାପାଟଣାରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବେଳେ ଓଲଟି ପଡିଛି ଗ୍ୟାସ ଟ୍ୟାଙ୍କର । ଏହାପରେ ଟ୍ୟାଙ୍କରୁ ଗ୍ୟାସ ଲିକ ହେଉଥିବା ସୂଚନା ମିଳିଛି । ଗ୍ୟାସ ଲିକକୁ…

ଓଲଟିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଗ୍ୟାସ୍‌ ନିର୍ଗତ ହୋଇ ଚାରିଆଡେ ଧୂଆଁମୟ

କଳାହାଣ୍ଡି (କେନ୍ୟୁଜ) : ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର । କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାୟପୁର ରାଜପଥର ପାଷ୍ଟିପଡ଼ା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଟ୍ୟାଙ୍କରରୁ ପ୍ରଚୁର ମାତ୍ରାରେ ଗ୍ୟାସ୍ ବାହାରୁଛି । ସକାଳୁ କୁହୁଡ଼ି ପଡ଼ିଥିବାରୁ ଗ୍ୟାସ୍…

କୁହୁଡୁ ଯୋଗୁଁ ଗଞ୍ଜାମ ଛତ୍ରପୁର ଉପକଣ୍ଠ ତାମ୍ପରା ୧୬ନମ୍ବର ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ବ୍ରହ୍ମପୁର: ରାସ୍ତା ଉପରେ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର। ଗଞ୍ଜାମ ଜିଲ୍ଲା ଛତ୍ରପୁର ଉପକଣ୍ଠ ତାମ୍ପରା ନିକଟ ୧୬ନମ୍ବର ଜାତୀୟ ରାଜପଥରେ ଏକ ଗ୍ୟାସ ବୋଝେଇ ଟ୍ୟାଙ୍କର ଓଲଟି ପଡିଛି। ପ୍ରବଳ କୁହୁଡୁ ଯୋଗୁଁ ଟ୍ୟାଙ୍କରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ…