ରାଉରକେଲା ବ୍ରାହ୍ମଣୀ ନଦୀରେ ଭାସିଗଲା ୪ ବର୍ଷର କୁନି ଝିଅ
ରାଉରକେଲା : ନିଜ ଆଇ ସାଙ୍ଗରେ କାଠ ପୋଲ ପାରି ହେଉଥିବା ବେଳେ ବ୍ରାହ୍ମଣୀ ନଦୀରେ ଭାସିଗଲା ୪ ବର୍ଷର କୁନି ଝିଅ ।ରାଉରକେଲା ଲାଠିକଟା ଥାନା ଅନ୍ତର୍ଗତ ଟିମ୍ଜୋର ନିକଟରେ ଘଟିଛି ଏହି ଅଘଟଣ। ବ୍ରାହ୍ମଣୀ ତରଙ୍ଗ ଥାନା ସମରଝୋଲା ଗାଁର ଜଣେ ବୃଦ୍ଧା ନିଜ ନାତି ନାତୁଣୀଙ୍କୁ ଧରି ପୋଲ ଉପର ଦେଇ…