Below header
Browsing Tag

girl students thrashes

ମହଙ୍ଗା ପଡିଲା କମେଣ୍ଟ କରିବା, ରୋଡ୍ ରୋମିଓକୁ ଗୋଡେଇ ଗୋଡେଇ ଠେଙ୍ଗାରେ ପିଟିଲେ ଛାତ୍ରୀ

ମହଙ୍ଗା ପଡିଲା କମେଂଟ୍ ମାରିବା । ରୋଡ୍ ରୋମିଓକୁ ଠେଙ୍ଗାରେ ପିଟିଲେ ଛାତ୍ରୀ । କଲେଜ୍ ପରିସର ମଧ୍ୟରେ ଯୁବକକୁ ଗୋଡେଇ ଗୋଡେଇ ପିଟିଲେ ଛାତ୍ରୀମାନେ । ଜୀବନ ବଂଚାଇବାକୁ କୌଣସି ପ୍ରକାରରେ ଅଭିଯୁକ୍ତ ଜଣକ ପାଚେରୀ ଡେଇଁ ପଳାଇଥିଲେ । ଯାହାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍…