Browsing Tag

girls died

ଦିଲ୍ଲୀରେ ମର୍ମନ୍ତୁଦ କାର ଦୁର୍ଘଟଣା: ଚାଲିଗଲା ୨ ଝିଅଙ୍କ ଜୀବନ, ଦୁର୍ଘଟଣାର କାରଣ ଅସ୍ପଷ୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ଶାକରପୁର ଅଞ୍ଚଳର ବିକାଶ ମାର୍ଗରେ ଶନିବାର ବିଳମ୍ବିତ ଏକ ଦ୍ରୁତଗାମୀ ୱାଗନର୍ କାର ଦୁର୍ଘଟଣାର ଶିକାର ହୋଇଛି । ଏହି କାରରେ ସମୁଦାୟ ୭ଜଣ ଲୋକ ଥିବାର ସୂଚନା ମିଳିଛି। ଯେଉଁଥିରୁ ଦୁଇ ଜଣ ଝିଅ ଆହତ ହୋଇଥିଲେ । ଆହତ ଦୁଇ ଝିଅଙ୍କୁ ଡାକ୍ତରଖାନା ନିଆଯିବା ପରେ ଉଭୟ…