କେଦାରନାଥରେ ହିମସ୍ଖଳନ ! ଗାନ୍ଧୀ ସରୋବର ପର୍ବତରୁ ଗ୍ଲାସିୟର ଭାଙ୍ଗି ତଳକୁ ଖସିଲା, ଥରିଲେ ତୀର୍ଥଯାତ୍ରୀ
କେଦାରନାଥ ଧାମରେ ପୁଣିଥରେ ଥମିଲା ଲୋକଙ୍କ ନିଃଶ୍ୱାସ । ଭୟରେ ଥରିବାକୁ ଲାଗିଲେ ଏଠାକୁ ତୀର୍ଥ ଭ୍ରମଣ କରିବାକୁ ଆସିଥିବା ଯାତ୍ରୀ । ରବିବାର ସକାଳେ ମନ୍ଦିର ନିକଟରେ ଭୟଙ୍କର ହିମସ୍ଖଳନ ଦେଖିବାକୁ ମିଳିଥିଲା । ମନ୍ଦିର ପଛପାର୍ଶ୍ୱ ପାହାଡ଼ରେ ହିମସ୍ଖଳନ ହୋଇଥିଲା । ଗାନ୍ଧୀ ସରୋବର ପର୍ବତରୁ…