ଛେଳି ଚରାଉଥିବା ବେଳେ ମହିଳାକୁ ଝାମ୍ପି ନେଲା କୁମ୍ଭୀର, ନିଖୋଜ ଅଛନ୍ତି ମହିଳା
କେନ୍ଦ୍ରାପଡ଼ା : ମହିଳା କୁ ଝାମ୍ପି ନେଲା କୁମ୍ଭୀର । ଛେଳି ଚରାଉଥିବା ବେଳେ ମହିଳାଙ୍କୁ ଭିଡ଼ିନଲା ବଉଳା କୁମ୍ଭୀର। ଗୋବରୀ ନଦୀ କୂଳରେ ଛେଳି ଚରାଇବା ବେଳେ ଭିଡ଼ି ନେଇଥିଲା କୁମ୍ଭୀର। ମହିଳାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ବେଣାକଦ୍ଧା ଗାଁରେ। ତାଙ୍କ ନାଁ ଲକ୍ଷ୍ମୀ…