ସ୍ପୋଟର୍ସ ଟ୍ରେଣ୍ଡସ ୨୦୨୩ : ଗୁଗଲରେ ବିରାଟ ଓ ରୋହିତ ନୁହେଁ ଶୁବମନଙ୍କୁ ଅଧିକ ସର୍ଚ୍ଚ କରିଥିଲେ ୟୁଜର୍ସ, ବିଶ୍ୱକପ…
୨୦୨୩ ବର୍ଷ ସରିବାକୁ ଆସିଲାଣି । ଚଳିତବର୍ଷ ଅନେକ ବଡ ବଡ ଟୁର୍ଣ୍ଣାମେଣ୍ଟ ଖେଳାଯାଇଛି । ଆଉ ଅନେକ ଯୁବ ଖେଳାଳି ଛାପ ଛାଡିଛନ୍ତି । ଗୁଗଲ ଚଳିତବର୍ଷର ଗୁଗଲ ଟ୍ରେଣ୍ଡ ଅର୍ଥାତ୍ ସବୁଠାରୁ ଅଧିକ ସର୍ଚ୍ଚ ହୋଇଥିବା ଲିଷ୍ଟ ଜାରି କରିଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଚଳିତ ବର୍ଷ…