Browsing Tag

gold found in india

ଭାରତର ଏହି ସ୍ଥାନରେ ପୋତି ହୋଇ ରହିଛି ୩୦୦୦ ଟନ୍‌ ସୁନା, ଖୁବ୍‌ ଶୀଘ୍ର ଆରମ୍ଭ ହେବ ଖନନ କାର୍ଯ୍ୟ

ମାଟି ଖୋଳୁ ଖୋଳୁ ମିଳିଲା ୩ ହଜାର ଟନ୍‌ ସୁନା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଉତ୍ତର ପ୍ରଦେଶର ସୋନଭଦ୍ରରେ ତିନି ହଜାର ଟନ୍‌ ସୁନା ମିଳିଛି। ଏହି ସୁନା ମାଟି ତଳେ ପୋତି ହୋଇ ରହିଥିଲା। ରାଜ୍ୟ ଖଣି ବିଭାଗକୁ ଏନେଇ ସୂଚନା ମିଳିବା ପରେ ଖନନ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ କରାଯିବ ବୋଲି…