Browsing Tag

gold man

ମହାରାଷ୍ଟ୍ରର ପୁନେ ପରେ ଏବେ କଟକର ସୁନା ମଣିଷଙ୍କ ମୁହଁରେ ସୁନା ମାସ୍କ, ଦାମ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

କଟକ(କେନ୍ୟୁଜ୍): ସୁନା ମଣିଷର ସୁନା ମାସ୍କ । କରୋନାରୁ ସୁରକ୍ଷା ଦେଉଥିବା ମାସ୍କ ଏବେ ଫ୍ୟାସନ୍‌ ପାଲଟି ଯାଇଛି । କଟକର ଜଣେ ବ୍ୟକ୍ତି ସୁନାରେ ତିଆରି ମାସ୍କ ପିନ୍ଧି ଚର୍ଚ୍ଚାକୁ ଆସିଛନ୍ତି । କରୋନା ପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । କିଏ ହାତ ତିଆରି ମାସ୍କ ବ୍ୟବହାର…

ଗୋଲ୍ଡ ମ୍ୟାନ ନାଁରେ ପ୍ରସିଦ୍ଧ ସମ୍ରାଟଙ୍କ ମୃତ୍ୟୁ, ପିନ୍ଧୁଥିଲେ କୋଟି କୋଟି ଟଙ୍କାର ସୁନା

କୋଟି କୋଟି ଟଙ୍କାର ସୁନା ଗହଣା ପିନ୍ଧୁଥିବା ଗୋଲ୍ଡ ମ୍ୟାନ ରୂପେ ପ୍ରସିଦ୍ଧ ସମ୍ରାଟଙ୍କର ଗତ ମଙ୍‌ଗଳବାର ଦିସନ ମୃତ୍ୟୁ ହୋଇଯାଇଛି। ସୂଚନା ମୁତାବକ ସମ୍ରାଟ ନିଜ ଶରୀରରେ ୮ ରୁ ୧୦ କିଲୋ ସୁନା ଗହଣା ପିନ୍ଧୁଥିଲେ। ରିପୋର୍ଟ ଅନୁଯାୟୀ ପୁଣେର ସଂଗମବାଡି ଅଞ୍ଚଳରେ ରହୁଥିବା ସମ୍ରାଟ ମୋଝେ ନିଜ…