ଗ୍ରାହକଙ୍କ ପାଇଁ ଖୁସି ଖବର: ସାମାନ୍ୟ କମିଲା ସୁନା ଦର
ବିବାହ ତିଥି ଆସିଯାଇଛି । ତେଣୁ ଗତ କିଛି ଦିନ ହେଲା ହୁ ହୁ ହୋଇ ବଢି ଚାଲିଛି ସୁନା ଦର । ଏହାକୁ ନେଇ ଚିନ୍ତାରେ ଗ୍ରାହକ । କିନ୍ତୁ ଆଜି ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ତେବେ ଗତକାଲି ଠାରୁ ଆଜିର ଦର ସାମାନ୍ୟ କମ୍ ରହିଛି । ଗତକାଲି ରାଜଧାନୀ ଭୁବନେଶ୍ୱରରେ ଭରିଏ ୨୨…