Browsing Tag

gold purity

ଠକାମିରୁ ଶିକାର ହେବାରୁ ବଞ୍ଚନ୍ତୁ, ସୁନା କିଣିବା ସମୟରେ ନଜରରେ ରଖନ୍ତୁ ଏହି ସବୁ କଥା

ସୁନା, କାହାକୁ ବା ପସନ୍ଦ ନୁହେଁ। କେହି ଏହାକୁ ନିଜ ମନ ପସନ୍ଦର ଅଳଙ୍କାର ଭାବେ ବ୍ୟବହାର କରେ ତ ଅନ୍ୟ କିଏ ନିଜ ଜରୁରୀ ସମୟରେ ପଡ଼ୁଥିବା ଆବଶ୍ୟକ ପାଇଁ। ପ୍ରାୟତଃ ସାଧାରଣ ପରିବାରରେ ନିଜ ଆଗାମୀ ଭବିଷ୍ୟତ ପାଇଁ ଏହାକୁ ଯୋଡ଼ିକି ରଖିଥାନ୍ତି। କାରଣ ଆବଶ୍ୟକ ସମୟରେ ସୁନାର ମୂଲ୍ୟ ଆହୁରି ଅଧିକ…