ଆପଣ ବି କିଣିବାକୁ ଚାହୁଁଛନ୍ତି କି ସୁନାର ଟିଭି! ଜାଣନ୍ତୁ ମୂଲ୍ୟ ଓ ଫିଚର୍ସ
ବର୍ତ୍ତମାନ ମାର୍କେଟରେ ବିଭିନ୍ନ ପ୍ରକାରର ଟିଭି ଉପଲବ୍ଧ ହେଉଛି। ଏବେ ଲୋକମାନେ ଆଉ ପୂର୍ବ ଭଳି ଡବା ଟିଭି ଦେଖିବାକୁ ପସନ୍ଦ କରୁନଥିବାକୁ ଘରକୁ ପତଳାରୁ ପତଳା ଟିଭି ଆଣୁଛନ୍ତି। ଏହି ଟିଭି ଅଳ୍ପ ଜାଗାରେ ଆରାମରେ ରହିପାରିବା ସହ ଏଥିରେ ଅନେକଗୁଡ଼ିଏ ଆଧୁନିକ ଫିଚର ମଧ୍ୟ ରହିଛି। କିନ୍ତୁ କେବେ…