Browsing Tag

good for health

Drumstick Leaves: ଅନେକ ରୋଗକୁ କଣ୍ଟ୍ରୋଲ କରେ ଏହି ଶାଗ, ଡାଏଟରେ କରନ୍ତୁ ସାମିଲ

ଆଜିକାଲିର ଜୀବନଶୈଳୀରେ ଡାଇବେଟିସ୍, ଉଚ୍ଚ ରକ୍ତଚାପ, ଦୁର୍ବଳତା, ରକ୍ତହୀନତା ଓ ହାଡ଼ ସମସ୍ୟା ଭଳି ଅନେକ ରୋଗ ଘରେ ଘରେ ଦେଖାଯାଉଛି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଲୋକେ ଦାମୀ ଔଷଧ ଖାଉଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଆପଣଙ୍କ ଘର ପାଖରେ ଥିବା ଗୋଟିଏ ସାଧାରଣ ଗଛ ଅନେକ…

ସଜନା ଛୁଇଁ ଅପେକ୍ଷା ସଜନା ଶାଗରେ ରହିଛି ଔଷଧୀୟ ଗୁଣ, ଜାଣନ୍ତୁ କ’ଣ ଦେଇଥାଏ ଫାଇଦା

ଆମ ଶରୀର ସବୁବେଳେ ସୁସ୍ଥ ରହିବା ଜରୁରୀ । କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ନିଜ ସ୍ୱାସ୍ଥ୍ୟର ଯତ୍ନ ଆମେ ସଠିକ୍‌ ଭାବେ ନେଇପାରି ନଥାଉ । ଶରୀରରେ ରକ୍ତର ପରିମାଣ କମ୍‌ ହେଲେ ମନୁଷ୍ୟ ରୋଗାକ୍ରାନ୍ତ ହୋଇପଡେ । ଯାହା ପରେ ଅନେକ ସମସ୍ୟା ସୃଷ୍ଟି କରିଥାଏ । ଆମ ସୁସ୍ଥ ଶରୀର ପାଇଁ…

ପେଟରେ ଜ୍ୱଳନ ଏବଂ ରକ୍ତଚାପ ପାଇଁ ବେଶ୍‌ ଫାଇଦାଯୁକ୍ତ କଞ୍ଚା କଦଳୀ, ଦୂର କରେ ଆହୁରି ଅନେକ ସମସ୍ୟା

କଦଳୀ ଖାଇବା ଦ୍ୱାରା କ’ଣ ଲାଭ ହୋଇଥାଏ, ତାହା ଆମେ ସମେସ୍ତ ଜାଣିଛେ। କିନ୍ତୁ କଞ୍ଚା କଦଳୀ ଖାଇବା ମଦ୍ୟ ସ୍ୱାସ୍ଥ୍ୟପକ୍ଷେ ବେଶ୍‌ ଉପକାରୀ । କଞ୍ଚାକଦଳୀରେ ପୋଟାସିୟମ ପ୍ରଚୁର ମାତ୍ରାରେ ରହିଥାଏ, ଯାହା ଆପଣଙ୍କ ଶରୀରର ଇମ୍ୟୁନିଟ ସିଷ୍ଟମକୁ ମଜବୁତ କରିଥାଏ। ଏହାକୁ ଖାଇବା ଦ୍ୱାରା ମଧ୍ୟ ଦିନ…

ଶିଶୁ ଓ ପ୍ରାପ୍ତ ବୟସ୍କ ଲୋକମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମାଛ ଖାଇବା ଆବଶ୍ୟକ, ଜାଣନ୍ତୁ ମାଛ ଖାଇବା ଦ୍ୱାରା କଣ…

ୟୁନିସେଫର ତଥ୍ୟ ଅନୁସାରେ, ଆମ ଦେଶର ପିଲାଙ୍କ ମଧ୍ୟରେ ପୁଷ୍ଟିହୀନତା ଏକ ଚିନ୍ତାଜନକ ବିଷୟ । ଗ୍ରାମାଞ୍ଚଳରେ ପୁଷ୍ଟିହୀନତା ବିଶେଷ ଭାବରେ ଦେଖାଯାଇଥାଏ । ଶିଶୁ ଓ ପ୍ରାପ୍ତ ବୟସ୍କ ଲୋକମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସେମାନେ ମାଛ ଖାଇବା ଆବଶ୍ୟକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପରାମର୍ଶ…

ଗର୍ଭବତୀ ମହିଳାଙ୍କ ପାଇଁ ମାଠିଆ ପାଣି ଅମୃତ, ଜାଣନ୍ତୁ ଆଉ କ’ଣ ରହିଛି ଫାଇଦା

କୁହାଯାଏ, ଗରିବ ଲୋକଙ୍କ ଫ୍ରିଜ୍‌ ମାଠିଆ। ଆପଣମାନେ ଥଣ୍ଡା ପାଣି ପିଇବା ପାଇଁ ଫ୍ରିଜ୍‌ ଉପରେ ନିର୍ଭର କରନ୍ତି। କିନ୍ତୁ ଗରିବ ଶ୍ରେଣୀର ଲୋକମାନେ ମାଠିଆ ବା ସୁରେଇ ଉପରେ ନିର୍ଭର କରନ୍ତି। ଏହି ପାଣି କେବଳ ଥଣ୍ଡା ନୁହେଁ, ସ୍ୱାସ୍ଥ୍ୟ ପାଇଁ ଫାଇଦାଯୁକ୍ତ। ଏମିତିରେ ମାଠିଆ ପାଣି ଅନେକ…

ହାର୍ଟ ଏବଂ କିଡ୍‌ନୀକୁ ସୁସ୍ଥ ରଖେ ସୁଜି, ଜାଣନ୍ତୁ ଆଉ କ’ଣ ରହିଛି ଏହାର ଫାଇଦା

ସୁଜି ଗହମରୁ ହିଁ ପ୍ରସ୍ତୁତ ହୁଏ। ଏହା ଖାଇଲେ ବହୁତ ହାଲ୍‌କା ଅନୁଭବ କରିବା ସହ ଗ୍ୟାସ୍‌ ମଧ୍ୟ ହୋଇନଥାଏ। ଏହା ଖାଇବା ମଧ୍ୟ ଶରୀର ପାଇଁ ହିତକର। ସକାଳ ସମୟରେ ଏହାକୁ ଖାଇବା ଯୋଗୁଁ ପୁରା ଦିନ ଆପଣଙ୍କୁ ସତେଜ ଅନୁଭୂତ ଲାଗେ। ଆସନ୍ତୁ ଜାଣିବା ସୁଜି ଖାଇଲେ ଆପଣଙ୍କୁ କେଉଁସବୁ ଫାଇଦା ମିଳିଥାଏ।…

ଗରମ ପାଣିରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ, ଜାଣନ୍ତୁ ଆଉ କ’ଣ ରହିଛି ଫାଇଦା

ଥଣ୍ଡା ପାଣିରେ ଗାଧୋଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ପ୍ରାୟତଃ ସମସ୍ତେ ଏକଥା କୁହନ୍ତି। କିନ୍ତୁ କେବଳ ଥଣ୍ଡା ପାଣି ନୁହେଁ ବରଂ ଗରମ ପାଣିରେ ଗାଧୋଇବା ମଧ୍ୟ ଶରୀର ପାଇଁ ଲାଭଦାୟକ ହୋଇଥାଏ। ଯେମିତି ଗରମ ପାଣି ପିଇବା ଶରୀର ପାଇଁ ସ୍ୱାସ୍ଥ୍ୟପ୍ରଦ। ସେହିପରି ଗରମ ପାଣିରେ ଗାଧୋଇବା ମଧ୍ୟ…

ଯଅ ପାଣି ଦୂର କରିବ କ୍ୟାନସର ସହିତ ଆହୁରି ଅନେକ ଗମ୍ଭୀର ରୋଗ

ଆଜିକାଲି ଅନେକ ଲୋକ କ୍ୟାନସର ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏଥିରୁ ବଞ୍ଚିବା ପାଇଁ ନିଜର ଖାଦ୍ୟଶୈଳୀ ଏବଂ ଜୀବନ ଶୈଳୀ ପରିବର୍ତ୍ତନ କରିବା ନିତାନ୍ତ ଆବଶ୍ୟକ। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଯଅ ପାଣି କ୍ୟାନସର ଭଳି ରୋଗକୁ ଦୂର କରିବାରେ ବେଶ ଉପଯୋଗୀ ହୋଇଥାଏ। ଏଥିରେ ଥିବା…

ସୁସ୍ଥ ରହିବା ପାଇଁ ଖାଆନ୍ତୁ ଦଲିଆ, ଜାଣନ୍ତୁ ଏହାର ଫାଇଦା

ସୁସ୍ଥ ଏବଂ ଫିଟ୍ ରହିବା ପାଇଁ ଦଲିଆ ଖାଇବା ଖୁବ୍ ଲାଭକାରୀ ହୋଇଥାଏ। ଅନେକ ଲୋକମାନେ ଦଲିଆ ସହ କ୍ଷୀର ମିଶାଇ ଖାଇବାକୁ ପସନ୍ଦ କରୁଥିବା ବେଳେ କିଛି ଲୋକମାନେ ଲୁଣ ମିଶାଇ ଦଲିଆ ଖାଇବାକୁ ପସନ୍ଦ କରିଥାନ୍ତି। ଦଲିଆରେ ପର‌୍ୟ୍ୟାପ୍ତ ମାତ୍ରାରେ ଫାଇବର ରହିଥାଏ, ଯାହା ଦୀର୍ଘ ସମୟ ଧରି ଭୋକ…

ଶରୀର ପାଇଁ ଅମୂଲ୍ୟ ଉପାଦାନ ଗୁଡ, ଖାଇବା ଦ୍ୱାରା ଦୂର ହୋଇଥାଏ ଅନେକ ରୋଗ

ଆୟୁବେର୍ଦରେ ଗୁଡକୁ ବହୁତ ଗୁଣକାରୀ। ଗୁଡ ଖାଇବା ଦ୍ୱାରା ଶରୀରରେ ହେଉଥିବା ଅନେକ ରୋଗ ଭଲ ହୋଇପାରେ। ଏହାକୁ ଖାଇବା ଦ୍ୱାରା ଶରୀରକୁ ଶକ୍ତି ମିଳିଥାଏ। -ଗୁଡ ଖାଇବା ଦ୍ୱାରା ଥକ୍କାପଣ ଏବଂ ଦୁର୍ବଳତା ଦୂର ହୋଇଥାଏ। ଏହା ଶରୀରକୁ ପୋଷକ ତତ୍ତ୍ୱକୁ ମଧ୍ୟ ପୂରଣ କରିଥାଏ। -ଖାଦ୍ୟ…