Below header
Browsing Tag

Google new feature

ଗୁଗଲ ଆଣୁଛି ନୂଆ ଫିଚର, ସହଜରେ ବୁଝି ପାରିବେ ମ୍ୟାଥ୍‌ ଓ ସାଇନ୍ସ

ଗୁଗଲ ନିଜର ସର୍ଚ୍ଚ ଏବଂ ଲେନ୍ସ ଅପ୍ସନରେ ନୂଆ ଟୁଲ୍‌ ଆଣିବାକୁ ଯାଉଛି ଯାହା ଜଟିଳ ମ୍ୟାଥ୍‌ ଏବଂ ସାଇନ୍ସକୁ ସଲ୍ଭ କରିବା ପାଇଁ ସାହାଯ୍ୟ କରିବ । ଏହି ନୂଆ ଟୁଲ୍‌ ଗୁଡ଼ିକ STEM ବା ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମ୍ୟାଥ୍‌ ଭଳି ସବଜେକ୍ଟ ପାଇଁ ଭିଜୁଆଲ୍ ଲର୍ଣ୍ଣିଂ ଆଣିବ ଯାହା…

Googleର ନୂଆ ଫିଚର ସାହାଯ୍ୟରେ ଲମ୍ବା ଆର୍ଟିକିଲ ହେବ ଛୋଟ, AI ବଦଳାଇବ ସର୍ଚ୍ଚ କରିବା ଷ୍ଟାଇଲ୍‌

ଗୁଗଲରେ ଆପଣ କିଛି ବି ଯେକୌଣସି ସମୟରେ ସର୍ଚ୍ଚ କରିପାରନ୍ତି । ଗୁଗଲ ସର୍ଚ୍ଚକୁ ସ୍ମାର୍ଟ ଏବଂ AI ଦ୍ୱାରା ଉନ୍ନତ କରିବାକୁ କମ୍ପାନୀ ବ୍ରାଉଜିଂରେ SGE ନାମକ ଏକ ଫିଚର ଯୋଡିଛି ଯାହା ଆପଣଙ୍କର ସର୍ଚ୍ଚ ଏକ୍ସପେରିଏନ୍ସକୁ ବଦଳାଇବ । ଏହା ସାହାଯ୍ୟରେ ୟୁଜର୍ସମାନେ ସର୍ଟ ପଏଣ୍ଟରେ ଆର୍ଟିକିଲକୁ…

ଆଉ ହେବନି ଷ୍ଟୋରେଜ୍‌ ଫୁଲ୍‌, ୟୁଜର୍ସଙ୍କ ଚିନ୍ତା ଦୂର କରିବା ପାଇଁ ଗୁଗଲ ଆଣିଲା ଖାସ୍‌ ଫିଚର

ଗୁଗଲ ଆଣ୍ଡ୍ରଏଡ୍‌ ଡିଭାଇସ୍‌ ପାଇଁ ଏକ ଖାସ୍‌ ସୁବିଧା ଆରମ୍ଭ କରିବାକୁ ଯାଉଛି । ଆଉ କମ୍ପାନୀ ଏହି ନୂଆ ଫିଚରର ଘୋଷଣା ଏକ ବ୍ଲଗ ପୋଷ୍ଟ ଜରିଆରେ କରିଛି । ଏହି ଫିଚର ସ୍ମାର୍ଟଫୋନରେ ୟୁଜରଙ୍କ ଦ୍ୱାରା ବ୍ୟବହାର ନକରାଯାଉଥିବା ଆପର ଡାଟାକୁ ହଟାଇବାରେ ସାହାଯ୍ୟ କରିବ । ଏହି ଡିଭାଇସ ଦ୍ୱାରା…

କରୋନା କାଳରେ ସାହାଯ୍ୟ କରିବ ଗୁଗଲର ନୂଆ ଫିଚର, ବେଡ୍ ଓ ଅକ୍ସିଜେନ୍ ବିଷୟରେ ମିଳିବ ସମସ୍ତ ଅପଡେଟ୍

ବର୍ଦ୍ଧିତ କରୋନା ସଂକ୍ରମଣ ମଧ୍ୟରେ ଗୁଗୁଲ ଏକ ନୂଆ ଟେଷ୍ଟିଂ ଆରମ୍ଭ କରିଛି। ଏହି ନୂଆ ଫିଚର ସହାୟତାରେ ଗୁଗଲ ମ୍ୟାପରେ ବେଡ୍ ଓ ମେଡିକାଲ ଅକ୍ସିଜେନ୍ ଉପଲବ୍ଧ ଅଛି କି ନାହିଁ, ତାହା ସହଜରେ ଜାଣି ହେବ। ଏହି ଫିଚର ସାହାଯ୍ୟରେ ଲୋକେ ଏସବୁ ଜିନିଷ ମଗେଇ ମଧ୍ୟ ପାରିବେ ଓ ଅନ୍ୟମାନଙ୍କ ସହ ସେୟାର…

Google Drive ରେ ହେଲା ବଡ଼ ପରିବର୍ତ୍ତନ, ଏବେ ଟ୍ରାସ୍‌ ଫୋଲ୍ଡରକୁ ଡିଲିଟ୍‌ କରିବ କମ୍ପାନୀ

ଗୁଗଲ ଡ୍ରାଇଭ୍‌ ବ୍ୟବହାର କରୁଥିବା ୟୁଜରଙ୍କ ପାଇଁ ବଡ଼ ଖବର। ଗୁଗଲ ଡ୍ରାଇଭ୍‌ କମ୍ପାନୀ ତରଫରୁ ଏକ ବଡ଼ ପରିବର୍ତ୍ତନ କରାଯାଉଛି। ଗୁଗଲ ଡ୍ରାଇଭ୍‌ର ଟ୍ରାସ(ଡିଲିଟ୍‌ ହୋଇଥିବା ଫାଇଲ୍‌)କୁ କମ୍ପାନୀ ଏବେ ୩୦ ଦିନ ପର୍ଯ୍ୟନ୍ତ ହିଁ ସେଭ୍‌ କରି ରଖିବ ଓ ତା’ପରେ ଡିଲିଟ୍‌ କରିଦେବ। ୧୩ ଅକ୍ଟୋବର…

ଏବେ ଅଟୋ ରିକ୍ସାଠୁ ନେଇ ମେଟ୍ରୋ ପର୍ଯ୍ୟନ୍ତ ସମସ୍ତ ସୂଚନା ଦେବ ଗୁଗଲ, ଆସୁଛି ଅନେକ ଫିଚର୍ସ

ଭାରତରେ ଅଧିକାଂଶ ଯାନବାହନକୁ ରାସ୍ତା କହୁଥିବା ଗୁଗଲ ମ୍ୟାପ ଏବେ ଅଟୋଠୁ ନେଇ ମେଟ୍ରୋ ପର୍ଯ୍ୟନ୍ତ ପବ୍ଲିକ ଟ୍ରାନ୍ସପୋର୍ଟର ସୂଚନା ମଧ୍ୟ ଦେବ । ଗୁଗଲ ମ୍ୟାପ ଲଂଚିଙ୍ଗର ୧୫ ବର୍ଷ ପୂର୍ତ୍ତି ଅବସରରେ କମ୍ପାନୀ ଅନେକ ନୂଆ ଫିଚର ଲଞ୍ଚ କରିଛି । ଯେଉଁଥିରେ ୟୁଜରଙ୍କୁ ଯେକୌଣସି ସ୍ଥାନକୁ…