Browsing Tag

gopbandhu peetha

୧୨ କୋଟି ୩୦ ଲକ୍ଷ ଟଙ୍କାରେ ଚାଲିଛି ଗୋପବନ୍ଧୁଙ୍କ ପୀଠର ବିକାଶ, ରାଜ୍ଯ ପର୍ଯ୍ଯଟନ ମାନଚିତ୍ରରେ ପାଇବ ସ୍ଥାନ

ପିପିଲି(କେନ୍ଯୁଜ୍) : ପଣ୍ଡିତ ଉତ୍କଳମଣୀ ଗୋପବନ୍ଧୁ ଦାସଙ୍କ ଜନ୍ମ ପୀଠ ଐତିହ୍ଯ ସମ୍ପନ୍ନ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସୁଆଣ୍ଡୋର ହେବ ବିକାଶ । ରାଜ୍ଯ ପର୍ଯ୍ଯଟନ ମାନଚିତ୍ରରେ ସ୍ଥାନ ପାଇବ ଏହି ସ୍ଥାନ । ଏଭଳି ପରିକଳ୍ପନା ନେଇ ରାଜ୍ଯ ସରକାର ୧୨ କୋଟି ୩୦ ଲକ୍ଷ ଟଙ୍କା ବ୍ଯୟ ବରାଦ କରିଛନ୍ତି…