Below header
Browsing Tag

gorilla undergoes coronavirus test

ମିଆମିରେ ଦୁଇ କ୍ୱିଣ୍ଟାଲ୍‌ ଓଜନ ଗରିଲାର ଚାଲିଛି କରୋନା ଟେଷ୍ଟ, ଭିଡିଓ ଭାଇରାଲ୍‌

କିଛି ମାସ ଧରି କରୋନା ରୋଗୀ ଓ କରୋନା ହସ୍‌ପିଟାଲ୍‌ ସମ୍ପର୍କୀୟ ବିଭିନ୍ନ ଫଟୋ ଦେଖିବାକୁ ମିଳୁଛି । କେଉଁଠି ଡାକ୍ତର ରୋଗୀଙ୍କ ଠାରୁ ସ୍ୱାବ ନେଉଛନ୍ତି ତ କେଉଁଠି କରୋନା ରୋଗୀଙ୍କ ମୃତ ଦେହ ନେଉଥିବାର ଫଟୋ ଦେଖିବାକୁ ମିଳିଛି । ହେଲେ ଏହିସବୁ ଫଟୋ ଏବେ ସାଧାରଣ ହୋଇଯାଇଛି ସାରା…