Browsing Tag

Gouldian Finch

ପାଇପରେ ଖାଦ୍ୟ ଖାଉଛି ଏହି ଅଦ୍ଭୁତ ଜୀବ, ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ହେଉଛି ଭାଇରାଲ

ପାଇପ ଅର୍ଥାତ ଷ୍ଟ୍ର ସାହାଯ୍ୟରେ ଖାଦ୍ୟ ଖାଉଥିବା ଏକ ଅଦ୍ଭୁତ ଜୀବର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଜୀବଟି କୌଣସି ଛୋଟ ପକ୍ଷୀର ଛୁଆ ଭଳି ଦେଖାଯାଉଛି। ସୋସିଆଲ ମିଡିଆରେ ଏହି ଜୀବ ବିଷୟରେ କେହି କିଛି କହିନଥିବା ବେଳେ ଅନେକ ଲୋକମାନେ ଏହି ଭିଡ଼ିଓକୁ ଟ୍ୱିଟରରେ ସେୟାର…