ଆସିଲା ଫୋନ୍‌ କଲ୍‌ , ଏହି ବିଧାୟକ ମାନେ ହେବେ ମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ମନ୍ତ୍ରିମଣ୍ଡଳଙ୍କୁ ନେଇ ଆସିଛି ଏକ ବଡ଼ ଖବର। ମନ୍ତ୍ରିମଣ୍ଡଳରେ ସାମିଲ ହେବା ପାଇଁ ବିଧାୟକଙ୍କ ପାଖକୁ ଆସିଲା ଫୋନ୍‌ କଲ୍‌ । ଏହି ବିଧାୟକ ମାନଙ୍କ ପାଖକୁ ଆସିଛି କଲ୍‌ । ମୁକେଶ ମହାଲିଙ୍ଗ, ସୂର୍ଯ୍ୟବଂଶୀ ସୂରଜ, ଏବଂ ନିତ୍ୟାନନ୍ଦ ଗଣ୍ଡ, ରବି ନାୟକ, ସଂପଦ ସ୍ୱାଇଁ, ବିଭୁତି ଜେନା,ପୃଥୀରାଜ ହରିଚନ୍ଦନଙ୍କ ପାଖକୁ ଆସିଛି ଫୋନ୍‌ କଲ୍‌ । ମନ୍ତ୍ରୀ ହେବେ ଏହି ବିଧାୟକ ମାନେ ।

ପୃଥ୍ୱୀରାଜ ହରିଚନ୍ଦନ ଚିଲିକାରୁ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ବେଳେ , ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ, ଗୋପାଳପୁର ବିଧାୟକ ବିଭୂତି ଭୂଷଣ ଜେନା, ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ପାରାଦ୍ୱୀପ ବିଧାୟକ ସଂପଦ ସ୍ୱାଇଁ ପ୍ରଭୃତି ବିଧାୟକଙ୍କୁ ମଧ୍ୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବାକୁ ଫୋନ୍ କଲ୍ ଆସିଛି ।

 

Leave A Reply

Your email address will not be published.