Browsing Tag

government offices

ଏଥର ସବୁ ଶନିବାର ଛୁଟି ରହିବ ସରକାରୀ ଅଫିସ୍

ଭୁବନେଶ୍ବର: ଏଥର ସବୁ ଶନିବାର ଛୁଟି ରହିବ ସରକାରୀ ଅଫିସ୍ । ବାକି ସବୁ ଦିନ ଟ୍ବିନ୍ ସିଟିରେ ସବୁ ସରକାରୀ ଅଫିସ୍ ଖୋଲା ରହିବ । ହେଲେ ୫୦% କର୍ମଚାରଙ୍କୁ ନେଇ କାମ ହେବ । ଗ୍ରୁପ୍ A ଅଧିକାରୀମାନେ ଅଫିସ୍ ଆସିବା ସହ କେଉଁ କର୍ମଚାରୀମାନେ କେବେ ଆସିବେ ତାହା ଜଣାଇବେ । ଏହାବ୍ଯତିତ ଏସଆରସି…

ଯାଜପୁର ଟାଉନ: ଆସନ୍ତା ୩୧ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ବାରଣ

ଯାଜପୁର ଟାଉନ(କେନ୍ଯୁଜ୍): କୋରୋନା ନିୟନ୍ତ୍ରଣ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି। ସୂଚନା ମୁତାବକ ବରୀ ବ୍ଲକ ଉଦୟନାଥପୁର  ୧୦ ଓ ୧୧ ନମ୍ବର ୱାର୍ଡର…

ସରକାରୀ ଅଫିସରେ ଲାଗିଲା କଟକଣା, ଖର୍ଚ୍ଚ କମାଇବା ପାଇଁ ନୂଆ ଗାଇଡ଼ ଲାଇନ ଜାରି କଲେ ରାଜ୍ୟ ସରକାର

କରୋନା ପାଇଁ କମିଛି ରାଜ୍ୟ ସରକାରଙ୍କ ରାଜସ୍ବ । ଏନେଇ ଆରମ୍ଭ ହୋଇଯାଇଛି ଖର୍ଚ୍ଚକାଟ୍‌ । ଖର୍ଚ୍ଚ କମାଇବା ପାଇଁ ଆର୍ଥିକ କଟକଣା ଲାଗୁ କଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ବ୍ୟତୀତ ଅନ୍ୟ କୌଣସି ବିଭାଗରେ ନୂଆ ନିଯୁକ୍ତି ମନା କରାଯାଇଛି । ୫ ବର୍ଷରୁ ଅଧିକ ଦିନ ଧରି ଖାଲି ପଡ଼ିଥିବା ପଦବୀ ଉଚ୍ଛେଦ…