Below header
Browsing Tag

govt medicine

ଏବେ ବିନା ପ୍ରେସକ୍ରିପସନରେ କିଣିପାରିବେ ୧୬ ପ୍ରକାରର ସାଧାରଣ ଔଷଧ, ସରକାର ଆଣୁଛନ୍ତି ନୂଆ ନିୟମ

ନୂଆଦିଲ୍ଲୀ : ଥଣ୍ଡା, କାଶ, ଜ୍ୱର, ସର୍ଦ୍ଦି ଆଦି ସାଧାରଣ ରୋଗ ପାଇଁ ବ୍ୟବହୃତ ହେଉଥିବା ୧୬ ପ୍ରକାରର ସାଧାରଣ ଔଷଧ ଏବେ ବିନା ପ୍ରେସକ୍ରିପସନରେ କିଣି ହେବ। ଏହି ନୂଆ ନିୟମକୁ ଲାଗୁ କରିବା ଉପରେ ବିଚାର କରୁଛନ୍ତି କେନ୍ଦ୍ର ସରକାର। ଏହି ୧୬ଟି ଔଷଧ ମଧ୍ୟରେ ପାରାସିଟାମଲ, ଆଣ୍ଟିସେପ୍ଟିକ…

ଖୋର୍ଦ୍ଧା: ଡ୍ରେନରେ ଭାସୁଛି ସରକାରୀ ଔଷଧ, ଜଟଣୀ ରାଜା ବଜାରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ

ଖୋର୍ଦ୍ଧା: ଡ୍ରେନରେ ଭିତରେ ସରକାରୀ ଔଷଧ। ଖୋର୍ଦ୍ଧା ଜିଲ୍ଲା ଜଟଣୀର ରାଜା ବଜାରରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ରାଜା ବଜାରର ମୁଖ୍ୟ ଡ୍ରେନରେ ଔଷଧ ଭାସୁଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ହେବା ପରେ ଡ୍ରେନ ଜାମ ହୋଇଯାଇଥିଲା। ଯାହାକୁ ଦେଖିବାରୁ ଡ୍ରେନରେ ସରକାରୀ…

ରୋଗୀଙ୍କୁ ମିଳୁନି ହେଲେ ରାସ୍ତାକଡ଼ରେ ଖତ ଖାଉଛି ସରକାରୀ ମେଡିସିନ୍

ଗଞ୍ଜାମ (କେନ୍ୟୁଜ୍) : ରୋଗୀଙ୍କୁ ମିଳୁନି ମେଡିସିନ୍ । ରାସ୍ତାକଡ଼ରେ ଖତ ଖାଉଛି ସରକାରୀ ମେଡିସିନ୍। ଏକ୍ସପାରୀ ଡେଟ୍ ଥିବା ଔଷଧ ପେଟି ପଡ଼ିଛି ରାସ୍ତାକଡ଼ରେ। ରୋଗୀଙ୍କୁ ବଣ୍ଟା ନଯାଇ ବାହାରେ ଫିଙ୍ଗି ଦିଆଯାଉଛି। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗୋବରା…