Browsing Tag

Graduate Degree

୫୦ ବର୍ଷ ବୟସରେ ଟ୍ୱିଙ୍କଲ ଖାନ୍ନା ହେଲେ ଗ୍ରାଜୁଏଟ୍‌ , ଅକ୍ଷୟ କୁମାର ସୋସିଆଲ ମିଡିଆ ଜଣାଇଲେ ଅଭିନନ୍ଦନ

ବଲିଉଡର ଖିଲାଡି କୁମାରଙ୍କୁ କିଏ ବା ନ ଜାଣେ, ସେ ତାଙ୍କ ଅଭିନୟ ଜରିଆରେ ଲୋକମାନଙ୍କୁ ବହୁତ ଏଣ୍ଟଟେନ୍‌ମେଣ୍ଟ କରିଛନ୍ତି । ତେବେ ଏହି ସବୁ କଥା ମଧ୍ୟରେ ତାଙ୍କ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ ହୋଇଛି । କାରଣ ଅକ୍ଷୟ କୁମାରଙ୍କ ସ୍ତ୍ରୀ ଟ୍ୱିଙ୍କଲ ଖାନ୍ନା ଗ୍ରାଜୁଏଟ୍‌ ହୋଇଛନ୍ତି ।…

୪୭ ବର୍ଷ ପରେ ସ୍ନାତକ ଡିଗ୍ରୀ ଲାଭ କଲେ ଭଜନ ଗାୟକ ଅନୁପ ଜଲୋଟା, କହିଲେ- ‘ଦ୍ୱିତୀୟ ଥର ପାଇଁ ପଦ୍ମଶ୍ରୀ ପାଇବା ଭଳି…

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟକୁ ୧୦୦ ବର୍ଷ ପୂରଣ ହେବା ଅବସରରେ ପାଳିତ ହୋଇଛି ଗୋଲ୍ଡେନ୍‌ ଜୁବୁଲି। ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଲୋକପ୍ରିୟ ଭଜନ ଗାୟକ ଅନୁପ ଜଲୋଟା ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମରେ ୪୭ ବର୍ଷ ପରେ ନିଜ ସ୍ନାତକ ଡିଗ୍ରୀ ନେଇଛନ୍ତି ଅନୁପ। ବିଶ୍ୱବିଦ୍ୟାଳୟର ଉପକୁଳପତି ଆଲୋକ…