ଦିିନ ଦ୍ୱିପ୍ରହରରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡକାୟତି, ଟଙ୍କା ଓ ସୁନା ବାକ୍ସ ଲୁଟିନେଲେ ୪ ଦୁର୍ବୁତ୍ତ
ଢେଙ୍କାନାଳ (କେନ୍ୟୁଜ) : ଦିିନ ଦ୍ୱିପ୍ରହରରେ ବ୍ୟାଙ୍କ ଡକାୟତି । ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଟଙ୍କା ଓ ସୁନା ବାକ୍ସ ଲୁଟିନେଲେ ୪ ଦୁର୍ବୁତ୍ତ । ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିବା ସହ ଫାଙ୍କା ଗୁଳି ଚଳାଇ ବ୍ୟାଙ୍କରୁ ଲୁଟ କରିଥିବା ସୂଚନା…