Below header
Browsing Tag

Gramya bank loot at mayurbhanj pratappur

ମୟୁରଭଞ୍ଜରେ ଗ୍ରାମ୍ୟବ୍ୟାଙ୍କ୍‌କୁ ଟାର୍ଗେଟ୍‌ କଲେ ଡକାୟତ

ବାରିପଦା (କେ ନ୍ୟୁଜ୍‌) : ବାଲେଶ୍ୱର ପରେ ଏବେ ମୟୁରଭଞ୍ଜ ବ୍ୟାଙ୍କକୁ ଡକାୟତଙ୍କ ଟାର୍ଗେଟ୍‌ । ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ପ୍ରତାପପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡକାୟତି ହୋଇଛି। ଗତକାଲି ବିଳମ୍ବିତ ରାତିରେ ୩ଜଣ ଡକାୟତ ବ୍ୟାଙ୍କ ପଛପଟ ଝରକା ଭାଙ୍ଗି ଲୁଟ୍‌ କରିଛନ୍ତି।…