Below header
Browsing Tag

great white shark vrs goliath ocean fish

ମଝି ସମୁଦ୍ରରେ ଗ୍ରେଟ୍‌ ହ୍ଵାଇଟ୍‌ ସାର୍କ ଓ ଗୋଲିୟଥ୍‌ ଫିସ୍‌ ମଧ୍ୟରେ ଘମାଘୋଟ୍‌ ଲଢ଼େଇ, ଦେଖନ୍ତୁ ଲାଇଭ୍‌ ଭିଡିଓ

ସମୁଦ୍ରରେ ସାର୍କକୁ ସାମ୍ନା କରିବାକୁ ଯେ କେହି ବି ଭୟ କରିବ। ଆଉ ଯଦି ସାମ୍ନାକୁ ଗ୍ରେଟ୍‌ ହ୍ଵାଇଟ୍‌ ସାର୍କ ଆସିଯାଏ, ତେବେ ଡର ଦ୍ୱିଗୁଣା ହେବା ସ୍ୱାଭାବିକ। କାରଣ ଏହି ଜୀବ ନିଜ ସାମ୍ନାକୁ ଆସୁଥିବା କୌଣସି ଶିକାରକୁ ଜୀବିତ ଛାଡ଼େ ନାହିଁ। ତେବେ ଗୋଲିୟଥ ଟାଇଗର ଫିସ୍‌ ମଧ୍ୟ କୌଣସି ଗୁଣରେ…