Browsing Tag

green chilli store

କଞ୍ଚା ଲଙ୍କାକୁ ଏମିତି କରନ୍ତୁ ଷ୍ଟୋର, ୧୫ ଦିନ ଯାଏଁ ରହିଥିବ ସତେଜ

ପ୍ରାୟତଃ ଆମେ ବଜାରରୁ କିଣି ଆଣୁଥିବା କଞ୍ଚା ଲଙ୍କା ଘରେ ରହି ରହି ଶୁଖିଯାଇଥାଏ। ଶୀଘ୍ର ଖରାପ ହୋଇଯାଉଥିବାରୁ ଅଧିକାଂଶ ଲୋକ ଅଳ୍ପ ପରିମାଣରେ ଲଙ୍କା କିଣିଥାନ୍ତି। ଫଳରେ ବାରମ୍ବାର ସେମାନଙ୍କୁ ମାର୍କେଟ ଦୌଡ଼ିବାକୁ ପଡେ। କିନ୍ତୁ ଆମେ ଆଜି ଆପଣଙ୍କୁ କିଛି ଏଭଳି ଉପାୟ କହିବୁ ଯାହା ସାହାଯ୍ୟରେ…