Browsing Tag

grocery shop

ମୋହନା: ତେଜରାତି ଦୋକାନରେ ଲାଗିଲା ନିଆଁ,  ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଥାନ ରାଣିଖମା ଗାଁରେ ଗତକାଲି ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନରେ ଲାଗିଛି ନିଆଁ । ଏହି ନିଆଁରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି। ଗ୍ରାମର ରମେଶ ସାହୁଙ୍କ ଦୋକାନରେ ହଠାତ ନିଆଁ ଲାଗି ଯାଇଥିଲା। ନିଆଁଲାଗିଥିବାର ଦେଖି…