Below header
Browsing Tag

grs odisha

ମନରେଗା ମାଷ୍ଟର ରୋଲ ପ୍ରସ୍ତୁତ କରିବାକୁ ୯ ହଜାର ଟଙ୍କା ଲାଞ୍ଚ ନେଇ ଜିଆର୍‌ଏସ୍‌ ଗିରଫ

କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଜିଆର୍‌ଏସ୍‌ । ମୟୁରଭଂଜ ଜିଲ୍ଲା ଶୁଳିଆପଦା ବ୍ଳକ ଅଁଲାକୁଡା ପଞ୍ଚାୟତର ଜିଆର୍‌ଏସ୍‌ ଗୌରମୋହନ ସୋରେନ ୯ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ୨୦୨୦-୨୧ବର୍ଷର ଏକ ଠିକା କାମର ମନରେଗା ମାଷ୍ଟର ରୋଲ ପ୍ରସ୍ତୁତ କରିବାକୁ…

ଜିଆରଏସ ବାବୁଲି ଚରଣଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ୍‌, ଠାବ କଲେ ୫୯ଟି ପ୍ଲଟ୍‌

ଭୁବନେଶ୍ବର(କେନ୍ୟୁଜ୍): ଗ୍ରାମ ରୋଜଗାର ସେବକଙ୍କର ୫୯ଟି ପ୍ଲଟ୍‌ ଠାବ। ପ୍ରାଇମ୍‌ ଲୋକେସନ୍‌ରେ ରହିଛି ସମସ୍ତ ପ୍ଲଟ୍‌। ନନ୍ଦନକାନନ ରୋଡ଼ ରଘୁନାଥପୁରରେ ୧.୨୪ କୋଟିର ତିନି ମହଲା ଘର ରହିଛି। ବ୍ୟାଙ୍କ ଜମା ଓ ଇନ୍‌ସୁରାନ୍ସ ଜମା ଯାଞ୍ଚ କରୁଛି ଭିଜିଲାନ୍ସ ଟେକ୍ନିକାଲ ଟିମ୍‌। ଆୟ ବର୍ହିଭୂତ…