Browsing Tag

grs officer in

ଭିଜିଲାନ୍ସ ଜାଲରେ ପୁରୀ ସତ୍ୟବାଦୀ ବ୍ଲକ ଶୁକଳ ପଞ୍ଚାୟତର ଜିଆର୍‌ଏସ୍‌ ଛବିନାରାୟଣ ପଣ୍ଡା, ପ୍ରଧାନମନ୍ତ୍ରୀ ଆବାସ…

ପୁରୀ : ଭିଜିଲାନ୍ସ ଜାଲରେ ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଶୁକଳ ପଞ୍ଚାୟତର ଜିଆର୍‌ଏସ୍‌ ଛବିନାରାୟଣ ପଣ୍ଡା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା କରାଇଦେବା ପାଇଁ ପଞ୍ଚାୟତର ବାଁବରଡ଼ା ଗାଁର ଇନ୍ଦ୍ରମଣୀ ପଣ୍ଡାଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।…