Browsing Tag

gst raid

ସୁନା ଦୋକାନୀ ଫାଙ୍କୁଛନ୍ତି ଜିଏସଟି, ୧୨ ଟି ସହରର ୧୮ଟି ସୁନାଦୋକାନରେ ରେଡ଼ କଲା ସିଟି ଜିଏସଟି ବିଭାଗ

କେନ୍ୟୁଜ୍(ବ୍ୟୁରୋ): ଜିଏସଟି ଠକେଇ ଅଭିଯୋଗରେ ଆଜି ରାଜ୍ୟର ବିଭିନ୍ନ ସୁନା ଦୋକାନରେ ରେଡ଼୍ କରିଛି  ସିଟି ଓ ଜିଏସଟି ବିଭାଗ । ରାଜ୍ୟର ୧୨ ଟି ସହରର ୧୮ଟି ସୁନା ଗହଣା ଦୋକାନରେ ଆଜି ଏକକାଳୀନ ରେଡ କରିଛି ସିଟି ଜିଏସଟି ବିଭାଗ । ସୁନା ଦୋକାନୀମାନେ ବିନା ବିଲରେ ସୁନା କିଣାବିକା କରିବା…

କେନ୍ଦ୍ରାପଡା: ୫କୋଟି ଜିଏସଟି ଠକେଇ ଅଭିଯୋଗ ପରେ ବ୍ୟବସାୟୀଙ୍କ ଘରେ ଚଢଉ, ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ

କେନ୍ଦ୍ରାପଡା : ବ୍ୟବସାୟୀଙ୍କ ଘରେ ଜିଏସଟି ଚଢଉ । କେନ୍ଦ୍ରାପଡା ସହରର ବ୍ୟବସାୟୀ ବିଶ୍ୱଜିତ୍‌ ସାହୁଙ୍କ ଘରେ ଜିଏସଟି ଚଢଉ କରିଛି । ବ୍ୟବସାୟରେ ୫କୋଟି ଜିଏସଟି ଠକେଇ କରିଥିବା ଅଭିଯୋଗ ହେବା ପରେ ଚଢଉ କରାଯାଇଛି । ବିଶ୍ୱଜିତ୍‌ଙ୍କ କାକଟସ୍ଥିତ ବାସ ଭବନ ଓ ଅଫିସରେ ଚଢଉ କରାଯାଇଛି । ଚଢଉ…

ସମ୍ବଲପୁର ଭାଲୁପାଲିରେ ଥିବା ଗୁଟଖା କାରଖାନା ଉପରେ ଚଢ଼ାଉ: ହୋଇଛି କୋଟିଏରୁ ଅଧିକ ଟଙ୍କାର ଜିଏସଟି ଠକେଇ, ୩ଟି ଟ୍ରକ…

ସମ୍ବଲପୁରୁ: ସମ୍ବଲପୁରରେ ଥିବା ବେଆଇନ୍ ଗୁଟୁଖା କାରଖାନାମାନଙ୍କରେ ଶୁକ୍ରବାର ଚଢ଼ଉ କରାଯାଇଛି। ଏହି ଅବସରରେ ଜିଏସଟି ବିଭାଗ ଭୁବନେଶ୍ୱର ଓ ସମ୍ବଲପୁରୁ ଟିମ ଚଢ଼ଉ କରି ଏକ କାରଖାନାରୁ ଅନେକ କାଗଜପତ୍ର ଓ କମ୍ପ୍ୟୁଟର ଜବତ କରିଛନ୍ତି। କାରଖାନାର ସାମଗ୍ରୀ ଆକଳନ ଏବେବି ଜାରି ରହିଛି। କାରଖାନା…