ନିର୍ବାଚନ ପୂର୍ବରୁ ଗୁଜରାଟ ସରକାରଙ୍କ ବଡ଼ ଉପହାର; ଲୋକଙ୍କୁ ମାଗଣାରେ ମିଳିବ ୨ ସିଲିଣ୍ଡର, CNG-PNGରେ ଭାଟ୍ ହ୍ରାସ
ଗୁଜରାଟ ସରକାର ଦୀପାବଳି ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଜନତାଙ୍କୁ ବଡ଼ ଉପହାର ଦେଇଛନ୍ତି। ରାଜ୍ୟ ସରକାର ସୋମବାର ୧୭ ଅକ୍ଟୋବରରେ ପିଏମ୍ ଉଜ୍ଜ୍ୱଳା ଯୋଜନାର ଲାଭାର୍ଥୀମାନଙ୍କୁ ଦୁଇ ସିଲିଣ୍ଡର ମାଗଣା ଦେବାକୁ ଘୋଷଣା କରିଛନ୍ତି। ଏହା ବ୍ୟତୀତ ସରକାର ସିଏନ୍ଜି (CNG) ଗାଡ଼ି ମାଲିକଙ୍କୁ…