Below header
Browsing Tag

gujarat road accident

ଡିଭାଇଡର୍‌ରେ ପିଟି ହୋଇ ଚୁର୍‌ମାର ହେଲା ପୋଲିସ ଗାଡ଼ି, ଅଭିଯୁକ୍ତକୁ ଧରି ଯାଉଥିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା;…

ରାଜସ୍ଥାନର ଜୟପୁର ଜିଲ୍ଲା କୋଟପୁତଲି ଅଞ୍ଚଳରେ ସୋମବାର ମଧ୍ୟରାତ୍ରିରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଠାକାର ଭାବରୁ ଥାନା ଅଞ୍ଚଳରେ ଏକ ଫର୍‌ଚ୍ୟୁନର କାର୍ ଡିଭାଇଡରରେ ଲାଗିଥିବା ଗଛ ସହିତ ଜୋର୍‌ରେ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୪ ପୋଲିସ କର୍ମଚାରୀ ଏବଂ ଜଣେ ଅଭିଯୁକ୍ତଙ୍କ…

ଗୁଜରାଟର ଭଦୋଦରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଟ୍ରକ୍ ସହିତ ଟ୍ରକର ମୁହାଁମୁହିଁ ଧକ୍କା, ଚାଲିଗଲା ୧୧ ଜୀବନ

ଗୁଜରାଟ: ଗୁଜରାଟର ଭଦୋଦରାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଚାଲିଗଲା ୧୧ ଜଣଙ୍କର ଜୀବନ । ଏହି ଦୁର୍ଘଟଣାରେ ପାଖାପାଖି ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ତେବେ ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ଖବର ମୁତାବକ ଆଜି ସକାଳେ ୱାଘୋଡିଆ କ୍ରସିଂ ହାଇୱେ…