Below header
Browsing Tag

gully boy

ଫିଲ୍ମ ‘ଗଲିବଏ୍‌’ ରାପରଙ୍କର କାର ଦୁର୍ଘଟଣାରେ ପରଲୋକ, ରଣବୀର ଓ ସିଦ୍ଧାନ୍ତ ଜଣାଇଲେ ଶ୍ରଦ୍ଧାଞ୍ଜଳି

ଗଲିବଏ୍‌ ରାପର ଧର୍ମେଶ ପରମାର ଓରଫ ଏମସି ତୋଡ ଫୋଡ୍‌ଙ୍କର କାର ଦୁର୍ଘଟଣାରେ ପରଲୋକ ହୋଇଛି। ମାତ୍ର ୨୪ ବର୍ଷ ବୟସରେ ଦୁର୍ଘଟଣାରେ ଜୀବନ ହାରିଛନ୍ତି ଏହି ଯୁବକ। ଧର୍ମେଶଙ୍କ ମୃତ୍ୟୁ ଖବର ଶୁଣିବା ପରେ ରଣବୀର ସିଂ, ସିଦ୍ଧାନ୍ତ ଚର୍ତୁବେଦ୍ଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଧର୍ମେଶ ପାରମାର…

‘ଗଲିବୟ’ ପାଇଁ ରଣବୀର ସିଂହଙ୍କୁ ମିଳିଲା ୩ ଆଓ୍ଵାର୍ଡ, ଖୁସିରେ ପତ୍ନୀ ଦୀପିକା ଦେଲେ ଏମିତି ରିଆକ୍ସନ୍‌

ଫିଲ୍ମ ଗଲିବୟରେ ଉତ୍ତମ ପ୍ରଦର୍ଶନ ପାଇଁ ଆକ୍ଟର ରଣବୀର ସିଂହଙ୍କୁ ଲଗାତାର ଗୋଟିଏ ପରେ ଗୋଟିଏ ଆଓ୍ଵାର୍ଡ ମିଳିଚାଲିଛି। ଫିଲ୍ମ ଫେୟାର ପରେ ଏବେ ଜି ସିନେମା ଆଓ୍ଵାର୍ଡ ମଧ୍ୟ ରଣବୀର ସିଂହଙ୍କୁ ମିଳିଛି। ଏହି ଆଓ୍ଵାର୍ଡ ମିଳିବା ପରେ ରଣବୀରଙ୍କୁ ଗଲିବୟ ପାଇଁ ମୋଟ୍‌ ୩ ଟି ପୁରସ୍କାର ମିଳିଛି।…

ଓସ୍କାର ପାଇଁ ମନୋନୀତ ହେଲା ବଲିଉଡ୍ ମୁଭି ଗଲି ବୟ

ଓସ୍କାର ପାଇଁ ଗଲା ବଲିଉଡ୍ ମୁଭି ଗଲି ବୟ । ୯୨ ତମ ଏକାଡେମୀ ପୁରସ୍କାର ପାଇଁ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଶ୍ରେଣୀରେ ଭାରତ ମନୋନୀତ କରି ପଠାଇଛି । ଜୋୟା ଅଖତରଙ୍କ ଏହି ଫିଲ୍ମରେ ଲିଡ୍ ରୋଲରେ ଅଭିନୟ କରିଛନ୍ତି ରଣବୀର ସିଂହ ଓ ଆଲିୟା ଭଟ୍ଟ । ଚଳିତ ବର୍ଷ ଫେବୃଆରୀରେ ଏହି ଫିଲ୍ମ ରିଲିଜ୍…

 ‘ଅପନା ଟାଇମ୍ ଭି ଆୟେଗା’ ରାପ୍ ସହ ରିଲିଜ୍ ହେଲା ଗଲିବଏର ଟ୍ରେଲର୍

ମୁମ୍ବାଇ : ରିଲିଜ ହୋଇଛି ଅପକମିଙ୍ଗ ଫିଲ୍ମ ଗଲିବଏର ଟ୍ରେଲର। ଟ୍ରେଲରରେ ବିଲକୁଲ୍ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି ରଣବୀର ସିଂଙ୍କୁ। ଫିଲ୍ମରେ ରହିଛି ବସ୍ତିରେ ରହୁଥିବା ଜଣେ ସାଧାରଣ ଯୁବକର ସ୍ୱପ୍ନ ଓ ସଂଘର୍ଷର କାହାଣୀ। ଟ୍ରେଲରରେ ରାପର ଭୂମିକାରେ ରଣବୀରଙ୍କର ଦମଦାର ଅଭିନୟ ଦେଖିବାକୁ…

ଆସିଲା ‘ଗଲିବଏ’ର ଟିଜର, ରାପ୍ କରୁଥିବା ନଜର ଆସୁଛନ୍ତି ରଣବୀର ସିଂ

ମୁମ୍ବାଇ : ବଲିଉଡ଼ର ସୁପରଷ୍ଟାର ଅଭିନେତା ରଣବୀର ସିଂ ଏବଂ ଆଲିଆ ଭଟ୍ଟର ଗଲିବଏର ଟିଜର ଆଜି ରିଲିଜ୍ ହୋଇଛି। ବକ୍ସଅଫିସରେ ଫିଲ୍ମ ସିମ୍ବା ଧମାଲ କରୁଥିବା ବେଳେ ରଣବୀର ଏହି ୧.୨୯ ମିନିଟର ଟିଜରରେ ହିପହିପ୍ ରାପ୍ କରୁଥିବା ଦେଖାଯାଇଛନ୍ତି। ଏହି ଟିଜରରେ ଫିଲ୍ମର କିଛି ଝଲକ ଏବଂ ଡ଼ାଏଲୋଗ୍…